ଭୁବନେଶ୍ୱର ୩୦ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ନୂଆ ଆକ୍ରାନ୍ତ: ୩୭୪
୦-୧୮ ବର୍ଷର : ୬୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୮
– ସ୍ଥାନୀୟ ଅଞ୍ଚଳରୁ୧୫୬
୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୧୪
୩- ବରଗଡ଼ ଜିଲ୍ଲାରୁ – ୪
୪- ଭଦ୍ରକ ଜିଲ୍ଲାରୁ – ୬
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୧୭
୭- ଦେବଗଡ଼ ଜିଲ୍ଲାରୁ – ୪
୮- ଢେଙ୍କାନାଳ ଜିଲ୍ଲାରୁ – ୨
୯- ଗଜପତି ଜିଲ୍ଲାରୁ – ୨
୧୦- ଗଞ୍ଜାମ ଜିଲ୍ଲାରୁ – ୫
୧୧- ଜଗତସିଂହପୁର ଜିଲ୍ଲାରୁ – ୧୧
୧୨- ଯାଜପୁର ଜିଲ୍ଲାରୁ – ୧୩
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୪- କଳାହାଣ୍ଡି ଜିଲ୍ଲାରୁ – ୧
୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୬- କେନ୍ଦୁଝର ଜିଲ୍ଲାରୁ – ୧
୧୭- ଖୋର୍ଦ୍ଧାରୁ : ୧୮୨
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୧୯- ନୟାଗଡ଼ ଜିଲ୍ଲାରୁ – ୧
୨୦- ନୂଆପଡ଼ା ଜିଲ୍ଲାରୁ – ୮
୨୧- ପୁରୀ ଜିଲ୍ଲାରୁ – ୭
୨୨- ସମ୍ବଲପୁର ଜିଲ୍ଲାରୁ – ୧୦
୨୩- ସୋନପୁର ଜିଲ୍ଲାରୁ – ୧
୨୪- ସୁନ୍ଦରଗଡ଼ ଜିଲ୍ଲାରୁ – ୯
୨୫- State Pool: ୪୩
– ନୂଆ ସୁସ୍ଥ ହୋଇଥିଲେ୫୫୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୧୯୨୪୬୬୮
– ମୋଟ ଆକ୍ରାନ୍ତ ୧୦୪୦୯୬୯
– ମୋଟ ସୁସ୍ଛ ହୋଲେଣି ୧୦୨୮୨୦୭
– ସକ୍ରୀୟ ଆକ୍ରାନ୍ତ – ୪୩୮୦
ରାଜ୍ୟରେ କରୋନା ଆଜି ନେଲା ୪ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୮,୩୨୯ କୁ ବୃଦ୍ଧି ହୋଇଛି ତେବେ
୧. ଭୁବନେଶ୍ୱରର ୫୫ ବର୍ଷ ବୟସ୍କ ପୁରୁଷ ଯିଏ ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ ଥିଲେ।
୨. କଟକ ଜିଲ୍ଲାର ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, ପୋଷ୍ଟ କାର୍ଡିଆକ୍ ଆରେଷ୍ଟରେ ମଧ୍ୟ ପୀଡିତ ଥିଲେ।
୩. ଖୋର୍ଦ୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪. ନୟାଗଡ଼ ଜିଲ୍ଲାର ୮୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।