Odiapua.com

ରାଜ୍ୟରେ ଆଜି ୨୫୫ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର ୮ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୫୫ କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ। ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୨୬ କୁ ବୃଦ୍ଧି ପାଇଛି। ତେବେ

ନୂଆ ଆକ୍ରାନ୍ତ: ୨୫୫
୦-୧୮ ବର୍ଷର : ୫୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୨
– ସ୍ଥାନୀୟ ଅଞ୍ଚଳରୁ୧୦୩
୧- ଅନୁଗୁଳ ଜିଲ୍ଲାରୁ – ୧୪
୨- ଭଦ୍ରକ ଜିଲ୍ଲାରୁ – ୨
୩- ବଲାଙ୍ଗୀର ଜିଲ୍ଲାରୁ – ୨
୪- କଟକ ଜିଲ୍ଲାରୁ – ୧୨
୫- ଢେଙ୍କାନାଳ ଜିଲ୍ଲାରୁ – ୨
୬- ଗଜପତି ଜିଲ୍ଲାରୁ – ୨
୭- ଗଞ୍ଜାମ ଜିଲ୍ଲାରୁ – ୨
୮- ଜଗତସିଂହପୁର ଜିଲ୍ଲାରୁ – ୧
୯- ଯାଜପୁର ଜିଲ୍ଲାରୁ – ୧୬
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧା : ୧୦୬
୧୪- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୧୫- ନୟାଗଡ଼ ଜିଲ୍ଲାରୁ – ୧
୧୬- ପୁରୀ ଜିଲ୍ଲାରୁ – ୪
୧୭- ସମ୍ବଲପୁର ଜିଲ୍ଲାରୁ – ୧୯
୧୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୮
୧୯- State Pool: ୨୫
– ନୂଆ ସୁସ୍ଥ ହୋଇଥିଲେ୨୧୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୧୭୯୭୯୭
– ମୋଟ ଆକ୍ରାନ୍ତ ୧୦୫୦୭୬୦
– ମୋଟ ସୁସ୍ଛ ହୋଲେଣି ୧୦୪୦୧୩୯
– ସକ୍ରୀୟ ଆକ୍ରାନ୍ତ – ୨୧୪୨

ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୨୬ କୁ ବୃଦ୍ଧି ପାଇଛି। ତେବେ

୧. କଟକ ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗରେ ପୀଡିତ ଥିଲେ।

୨. ଖୋର୍ଦ୍ଧା ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ଆଜମା, ଡାଇବେଟିସ୍ ମେଲିଟିସ୍ ରେ ମଧ୍ୟ ପୀଡିତ ଥିଲେ।

ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।