Odiapua.com

ରାଜ୍ୟରେ ଆଜି ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର ୨୨ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେବେ
ନୂଆ ଆକ୍ରାନ୍ତ: ୧୮୩
୦-୧୮ ବର୍ଷର : ୩୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୮
– ସ୍ଥାନୀୟ ଅଞ୍ଚଳରୁ୭୫
୧- ଅନୁଗୁଳ ଜିଲ୍ଲାରୁ – ୩
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୧
୪- କଟକ ଜିଲ୍ଲାରୁ – ୧୩
୫- ଦେବଗଡ଼ ଜିଲ୍ଲାରୁ – ୮
୬- ଗଞ୍ଜାମ ଜିଲ୍ଲାରୁ – ୧
୭- ଜଗତସିଂହପୁର ଜିଲ୍ଲାରୁ – ୫
୮- ଯାଜପୁର ଜିଲ୍ଲାରୁ – ୩
୯- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୧- ଖୋର୍ଦ୍ଧାରୁ : ୯୯
୧୨- ମୟୁରଭଞ୍ଜ ଜିଲ୍ଲାରୁ – ୧
୧୩- ନୟାଗଡ଼ ଜିଲ୍ଲାରୁ – ୪
୧୪- ରାୟଗଡ଼ା ଜିଲ୍ଲାରୁ – ୧
୧୫- ସମ୍ବଲପୁର ଜିଲ୍ଲାରୁ – ୭
୧୬- ସୋନପୁର ଜିଲ୍ଲାରୁ – ୧
୧୭- ସୁନ୍ଦରଗଡ଼ ଜିଲ୍ଲାରୁ – ୬
୧୮- State Pool: ୨୩
– ନୂଆ ସୁସ୍ଥ ହୋଇଥିଲେ୧୭୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୯୯୨୦୮୮
– ମୋଟ ଆକ୍ରାନ୍ତ ୧୦୫୩୩୪୯
– ମୋଟ ସୁସ୍ଛ ହୋଲେଣି ୧୦୪୩୦୪୫
– ସକ୍ରୀୟ ଆକ୍ରାନ୍ତ – ୧୮୦୪

ରାଜ୍ୟରେ ଆଜି କରୋନା ନେଲା ଗୋଟିଏ ଜୀବନ
ରାଜ୍ୟରେ ଆଜି କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେବେ କେନ୍ଦ୍ରାପଡା ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷଙ୍କର ଆଜି କରୋନା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୪୭ କୁ ବୃଦ୍ଧି ପାଇଛି।