Odiapua.com

ରାଜ୍ୟରେ ଆଜି ୧୪୬ ନୂଆ ଆକ୍ରାନ୍ତ, ଜଣେ ମୃତ

ଭୁବନେଶ୍ୱର ୨୧ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ମୃତ।
ନୂଆ ଆକ୍ରାନ୍ତ: ୧୪୬
୦-୧୮ ବର୍ଷର : ୨୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୬
– ସ୍ଥାନୀୟ ଅଞ୍ଚଳରୁ୬୦
୧- ବାଲେଶ୍ୱର ଜିଲ୍ଲାରୁ – ୪
୨- ବରଗଡ଼ ଜିଲ୍ଲାରୁ – ୧
୩- ଭଦ୍ରକ ଜିଲ୍ଲାରୁ – ୨
୪- ବଲାଙ୍ଗୀର ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୧୪
୬- ଦେବଗଡ଼ ଜିଲ୍ଲାରୁ – ୩
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଞ୍ଜାମ ଜିଲ୍ଲାରୁ – ୨
୯- ଯାଜପୁର ଜିଲ୍ଲାରୁ – ୩
୧୦- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୧- ଖୋର୍ଦ୍ଧାରୁ: ୭୨
୧୨- ମୟୁରଭଞ୍ଜ ଜିଲ୍ଲାରୁ – ୧
୧୩- ନୟାଗଡ଼ ଜିଲ୍ଲାରୁ – ୩
୧୪- ପୁରୀ ଜିଲ୍ଲାରୁ – ୪
୧୫- ସମ୍ବଲପୁର ଜିଲ୍ଲାରୁ – ୭
୧୬- ସୁନ୍ଦରଗଡ଼ ଜିଲ୍ଲାରୁ – ୯
୧୭- State Pool: ୧୬
– ନୂଆ ସୁସ୍ଥ ହୋଇଥିଲେ୧୭୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୯୩୬୨୯୪
– ମୋଟ ଆକ୍ରାନ୍ତ ୧୦୫୩୧୬୬
– ମୋଟ ସୁସ୍ଛ ହୋଲେଣି ୧୦୪୨୮୭୫
– ସକ୍ରୀୟ ଆକ୍ରାନ୍ତ – ୧୭୯୨

ଆଜି ରାଜ୍ୟରେ କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୪୬ କୁ ବୃଦ୍ଧି ପାଇଛି। ତେବେ

ଖୋର୍ଦ୍ଧା ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି।