Odiapua.com

ରାଜ୍ୟରେ ଆଜି ୧୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୨୬ -୫ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତ: ୧୧
୦-୧୮ ବର୍ଷର : ୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭
– ସ୍ଥାନୀୟ ଅଞ୍ଚଳରୁ୪
୧- ବାଲେଶ୍ୱର ଜିଲ୍ଲାରୁ – ୧
୨- ଖୋର୍ଦ୍ଧାରୁ : ୭
୩- ସୁନ୍ଦରଗଡ଼ ଜିଲ୍ଲାରୁ – ୧
୪- State Pool: ୨
– ନୂଆ ସୁସ୍ଥ ହୋଇଥିଲେ୧୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୧୬୮୦୮୬୮
– ମୋଟ ଆକ୍ରାନ୍ତ ୧୨୮୮୪୦୧
– ମୋଟ ସୁସ୍ଛ ହେଲେଣି ୧୨୭୯୧୪୩
– ସକ୍ରୀୟ ଆକ୍ରାନ୍ତ – ୭୯