Odiapua.com

ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ : ମୋଟ କରୋନା ମୃତକଙ୍କ ସଂଖ୍ୟା ୮,୬୧୨ କୁ ବୃଦ୍ଧି

ଭୁବନେଶ୍ୱର ୩୧ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୮ ଜୀବନ : ମୋଟ କରୋନା ମୃତକଙ୍କ ସଂଖ୍ୟା ୮,୬୧୨ କୁ ବୃଦ୍ଧି ପାଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ

୧. ଭୁବନେଶ୍ୱରର ୫୮ ବର୍ଷ ବୟସ୍କା ମହିଳା।

୨. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ଭୁବନେଶ୍ୱରର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ

୪. ଭୁବନେଶ୍ୱରର ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. ଭଦ୍ରକ୍ ଜିଲ୍ଲାର ୯୦ ବର୍ଷ ବୟସ୍କା ମହିଳା।

୬. କଟକ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଢେଙ୍କାନାଳ ଜିଲ୍ଲାର ୬ ବର୍ଷର ମହିଳା।

୮. ଗଞ୍ଜାମ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୯. ଗଞ୍ଜାମ ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ ଯିଏ କି ପୁରୁଣା ପୁଲମୋନାରୀ ଯକ୍ଷ୍ମା, ଏଚ୍.ଆଇ.ଭି ପଜିଟିଭ୍ ରେ ପୀଡିତ ଥିଲେ।

୧୦. ଗଞ୍ଜାମ ଜିଲ୍ଲାର ୬୨ ବର୍ଷ ବୟସ୍କା ମହିଳା।

୧୧. ଜଗତସିଂହପୁର ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏକି ପାନସାଇଟୋପେନିଆରେ ପୀଡିତ ଥିଲେ।

୧୨. ଜଗତସିଂହପୁର ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୧୩. ଯାଜପୁର ଜିଲ୍ଲାର ୬୦ ବର୍ଷ ବୟସ୍କା ପୁରୁଷ ଯିଏ କିଡନୀ ରୋଗରେ ପୀଡିତ ଥିଲେ।

୧୪. ଯାଜପୁର ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୧୫. ଯାଜପୁର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ଥିଲେ।

୧୬. କେନ୍ଦୁଝର ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୭. ନୟାଗଡ଼ ଜିଲ୍ଲାର ୬୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୮. ପୁରୀ ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା।