Odiapua.com

ରାଜ୍ୟରେ ଆଜି କରୋନା ନେଲା ୧୦ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮,୫୪୨ କୁ ବୃଦ୍ଧି

ଭୁବନେଶ୍ୱର ୨୬ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୦ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮୫୪୨ କୁ ବୃଦ୍ଧି ପାଇଛି।

୧. ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ।

୨. ଭୁବନେଶ୍ୱରର ୬୮ ବର୍ଷ ବୟସ୍କ ପୁରୁଷ।

୩. ଭୁବନେଶ୍ୱରର ୫୯ ବର୍ଷ ବୟସ୍କ ପୁରୁଷ।

୪. ଭୁବନେଶ୍ୱରର ଜଣେ ୯୧ ବର୍ଷ ବୟସ୍କା ମହିଳା।

୫. କନ୍ଧମାଳ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬. ଖୋର୍ଦ୍ଧା ଜିଲ୍ଲାର ୫୬ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭. ସୁନ୍ଦରଗଡର ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୮. ସୁନ୍ଦରଗଡ ଜିଲ୍ଲାର ୪୮ ବର୍ଷ ବୟସ୍କା ମହିଳା।

୯. ସୁନ୍ଦରଗଡ ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ ଲିଭର ରୋଗରେ ପୀଡିତ ଥିଲେ।

୧୦. ସୁନ୍ଦରଗଡ ଜିଲ୍ଲାର ୫୫ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।