Odiapua.com

ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର ୮ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୨୬ କୁ ବୃଦ୍ଧି ପାଇଛି। ତେବେ

୧. କଟକ ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗରେ ପୀଡିତ ଥିଲେ।

୨. ଖୋର୍ଦ୍ଧା ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ଆଜମା, ଡାଇବେଟିସ୍ ମେଲିଟିସ୍ ରେ ମଧ୍ୟ ପୀଡିତ ଥିଲେ।

ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।