Odiapua.com

ରାଜ୍ୟରେ ଆଜି କରୋନା କରାଣରୁ ୩ ମୃତ ମୋଟ ମୃତକଙ୍କ ସଂଖ୍ୟା – ୮,୨୮୨

ଭୁବନେଶ୍ୱର ୧୬ -୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା କରାଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୮,୨୮୨ ରେ ପହଁଚିଛି। ତେବେ

୧ . ଖୋର୍ଦ୍ଧା ଜିଲ୍ଲାର ଜଣେ ୮୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ପୁରୀ ଜିଲ୍ଲାର ୪୯ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ଆଜମା ରୋଗରେ ପୀଡିତ ଥିଲେ।

୩. ସୁନ୍ଦରଗଡ ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ।