Odiapua.com

ରାଜିବ ଗାନ୍ଧିଙ୍କ ବଳିଦାନ ଦିବସରେ କଂଗ୍ରସ ଦଳ ପକ୍ଷରୁ ପ୍ରବାସୀ ଶ୍ରମିକ ମାନଙ୍କୁ ଖାଦ୍ୟ ବଟଂନ

ମାଲକାନଗିରି,୨୨ ।୫ (ଓଡିଆ ପୁଅ)ପୁବ ର୍ତନ ପ୍ରଧାନ ମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜିବ ଗାନ୍ଧିଙ୍କ ବଳିଦାନ ଦିବସ ମାଲକାନଗିରି ଜିଲ୍ଲା କଂଗ୍ରସ ଭବନ ଠାରେ କୋଭିଡ ନିୟମ ମାନି ପାଳିତ ହୋଇ ଯାଇଛି । ଚାରି ରାଜ୍ୟ ସୀମାନ୍ତ ମୋଟୁ ପ୍ରବେଶ ପଥଦେଇ ବାହାର ରାଜ୍ୟରୁ ଘରବାହୁଡା ହେଉଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଅବସରେ ଜିଲ୍ଲାସଦର ମହକୁମା ତାରିଣି ମନ୍ଦିର ନିକଟରେ ଜିଲ୍ଲାକଂଗ୍ରସ ଦଳ ପକ୍ଷରୁ ରନ୍ଧା ଖାଦ୍ୟ, ମାସ୍କ,ସିନିଟାଇଜର ବଟଂନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଜିଲ୍ଲାକଂଗ୍ରେସ କମଟି ସଭାପତି ଗୋବିନ୍ଦ ପାତ୍ର,ବରିଷ୍ଟ କଂଗ୍ରେସ ନେତା ରାମପ୍ରସାଦ ପଟନାୟକ,ପି.କେଶୁରାଓ,ପ୍ରାନ ମଣ୍ଡଳ,ଜି, ଶ୍ରିନିବାସ ରାଓ,ଲ କ୍ଷମ୍‌ି ନାରାୟଣ ମହାରଣା,ଇର୍ମା ପଡିଆମି,ପଦ୍ମ ପାଙ୍ଗି,କମଳା ଢାଲି ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।