Odiapua.com

ରାଜଧାନୀ ଭଷାଣି ସମିତିକୁ ମୋଦୀଙ୍କ ଶୁଭେଛା ବାର୍ତ୍ତା

ଭୁବନେଶ୍ୱର;୧୯,ଅକ୍ଟୋବର:ଭୁବନେଶ୍ୱର ରାଜଧାନୀ ଭଷାଣି ସମିତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ବାର୍ତ୍ତା ପଠାଇଛନ୍ତି।ରାଜଧାନୀ ଭଷାଣି ସମିତି ସଭାପତି ନିରଞ୍ଜନ ମିଶ୍ରଙ୍କୁ ମୋଦୀ ଦଶହରା ଶୁଭେଛା ନେଇ ଏକ ବାର୍ତ୍ତା ପଠାଇଛନ୍ତି।ଏନେଇ ରାଜଧାନୀ ଭଷାଣି ସମିତି ପକ୍ଷରୁ ମୋଦୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି।/ଦେବଦତ୍ତ