Odiapua.com

ରାଉରକେଲାରେ ନନ୍ଦୋତ୍ସବ ପାଳିତ

ରାଉରକେଲା ୨୫-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲାରେ ଥିବା ରାଧାକୃଷ୍ଣ ମନ୍ଦିରରେ ଏହି ପର୍ବକୁ ଜାକଜମକରେ ପାଳିତ ହୋଇ ଯାଇଛି। ନିବାରଦିନ ନନ୍ଦ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ପକ୍ଷରୁ ଏହି ପର୍ବକୁ ନେଇ ଉତ୍ସାହ ପ୍ରକାଶ ପାଇଛି। ରାଉରକେଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯିବା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି। ଯାଦବ ଶ୍ରେଣୀୟ ବ୍ୟକ୍ତିମାନେ ଏହି ପର୍ବକୁ ପାଳନ କରିଥାନ୍ତି।