Odiapua.com

ରକ୍ତରଞ୍ଜିତ ହେଲା ମା ବସ୍ତ୍ରେଣୀଙ୍କ ପୀଠ

କଳାହାଣ୍ଡି,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ପଶୁ ବଳିରେ ଭିଜିଲା ପୀଠ । ମା ବୁଢି ବସ୍ତ୍ରେଣୀଙ୍କ ପୀଠରେ ଆଜି ଶତାଧୀକ ବଳି ପଡି ରକ୍ତ ରଞ୍ଜିତ ହୋଇଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ କଣ୍ଡରେଇ ଗାଁର ମାଁ ବୁଢି ବସ୍ତ୍ରେଣିଙ୍କ ପୀଠରେ ବଳି ଦିଆଯାଇଥିବା ସୂଚନା ମିଳିଛି । ସେଠାରେ ଶତାଧିକ ପୋଢ ଓ ବୋଦା ବଳି ଦିଆଯାଇଛି ।