Odiapua.com

‘ଯେସା କୋ ତେସା’: ଠିଆ ହୋଇଥିବା ଷଣ୍ଢକୁ ପିଟିଲେ, ରାଗିଗଲା ଷଣ୍ଢ ଟେକି କଚାଡ଼ି ଦେଲା – ଦେଖନ୍ତୁ ଭିଡ଼ିଓ

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଯଦି ଆପଣ ଇଣ୍ଟରନେଟ୍ ଦୁନିଆରେ ସକ୍ରିୟ ଅଛନ୍ତି, ତେବେ ମଜାଳିଆ ଏବଂ କୌତୁକିଆ ଭିଡିଓଗୁଡ଼ିକ ଆପଣଙ୍କୁ ଦେଖିବାକୁ ମିଳିବ। ଅନେକ ଥର ଏମିତି ଭିଡିଓ ଆସେଯେ, ଆପଣ ଏହି ଭିଡିଓଗୁଡ଼ିକୁ ବାରମ୍ବାର ଦେଖିବାକୁ ମନହେବ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକେ କହୁଛନ୍ତି କଥାରେ ଅଛି “ଆ ବେଲ୍‌ ମୁଝେ ମାର୍‌”।

ଏହି ଭିଡ଼ିଓରେ ଷଣ୍ଢଟି ତା ବାଟରେ ରାସ୍ତାର ପାର୍ଶରେ କାନ୍ଥ ପାଖରେ ଠିଆ ହୋଇଛି। ଜଣେ ବୃଦ୍ଧଙ୍କର ଦାତ କୁଣ୍ଡେଇ ହେଲା। ସେ ଠେଙ୍ଗାରେ ଦେଲେ ଠେଙ୍ଗାଏ। ବାସ୍ ସରିଗଲା କଥା। ଦ୍ୱିତୀୟ ଥର ପିଟିଲା ବେଳକୁ ରାଗିଗଲା ଷଣ୍ଢ ବାସ୍ ଟେକି କଚାଡ଼ି ଦେଲା। ଦେଖନ୍ତୁ ଭିଡ଼ିଓ। କରନ୍ତୁ କମେଣ୍ଟ ..