Odiapua.com

ଯୁବଯାଦବ ମହାସଭା ପକ୍ଷରୁ ପତାକା ଉତ୍ତୋଳନ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଯୁବଯାଦବ ମହାସଭା ପକ୍ଷରୁ ବାଇପାସ ସ୍ଥିତ କାର୍ଯ୍ୟାଳୟଠାରେ ପତାକା ଉତ୍ତୋଳନ କରିଥିଲେ। ଯୁବଯାଦବ ସଭାପତି ରବି ନାରାୟଣ ଖିଲାରମୁଖ୍ୟ ଅତିଥ ôଭାବେ, ମୁଖ୍ୟବକ୍ତା ଭାବେ କୋଲକତା ଯାଦବ ମହାସଭାର ସଭାପତି ହରେକୃଷ୍ଣ ପଲେଇ, ସଂପାଦକ ସନ୍ତୋଷ ଦାସ, ସାମ୍ବାଦିକ ନବଘନ ଦାସ ପ୍ରମୁଖ ଯୋଗଦେଇଥିଲେ।