ଯୁବତୀଙ୍କ ଦରପୋଡ଼ା ଶବ ଖାଇଗଲେ କୁକୁର; ତେଣେ ମୁଖ୍ୟମନ୍ତ୍ରୀ କରୁଛନ୍ତି ସମୀକ୍ଷା?

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ ଲକ୍ ଡାଉନ୍ ଘୋଷଣା ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ମହିଳା ମାନଙ୍କ ଉପରେ ଘରୋଇ ହିଂସା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲକ୍‌ ଡାଉନ୍‌ ଘୋଷଣା ଭିତରେ ମହିଳାମାନଙ୍କ ଉପରେ ଘରୋଇ ହିଂସା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଥିପାଇଁ ମଧ୍ୟ ଚିନ୍ତା ପ୍ରକଟ କରିଛି ଓଡ଼ିଶା … Continue reading ଯୁବତୀଙ୍କ ଦରପୋଡ଼ା ଶବ ଖାଇଗଲେ କୁକୁର; ତେଣେ ମୁଖ୍ୟମନ୍ତ୍ରୀ କରୁଛନ୍ତି ସମୀକ୍ଷା?