Odiapua.com

ଯାଜପୁରରେ ସଜ୍ଞାହୀନ ଅବସ୍ଥାରେ ଯୁବକ

ଯାଜପୁର ୮।୦୧ (ଓଡ଼ିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସନ୍ଧ୍ୟା ୭ ଘଟିକା ସମୟରେ ଯାଜପୁର ଜିଲ୍ଲା କୋରେଇ ଥାନା ବୈତରଣୀ ରୋଡ଼ ବଜାର ମହେଶ୍ବର ମିଷ୍ଟାନ୍ନ ଭଣ୍ଡାର ପଛପଟୁ ସଜ୍ଞାହୀନ ଅବସ୍ଥାରେ ଯାଜପୁର ରୋଡ ସ୍ଥିତ ନିଳାଚଳ ଇସ୍ପାତ ନିଗମରେ କାର୍ଯ୍ୟ କରିଥିବା ସମ୍ବଲପୁର ଅଞ୍ଚଳର ସନ୍ତୋଷକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ବୈତରଣୀ ରୋଡ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ମାଧ୍ୟମରେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।