Odiapua.com

ମୋ ସ୍କୁଲ ଅଭିଯାନ ବୈଠକ

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଳକ ଅନ୍ତର୍ଗତ ନେରଡା ପଞ୍ଚାୟତର ଆଖୁଆପଦା ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ, ସମାଜସେବୀ ଶରତ ଜେନା, ଚେୟାରମ୍ୟାନ ଜଗବନ୍ଧ ମହାପାତ୍ର, ଶଶିକାନ୍ତ ଜେନା, ମଧୁସୂଦନ ବାରିକ, ସନ୍ତୋଷ ଜେନା, କାହ୍ନୁଚରଣ ଜେନା, ନରେନ୍ଦ୍ର ମଲ୍ଲିକ, କେଶବ ପରିଡା, ଶିବପ୍ରସାଦ ଦାସ, ସ୍ମୃତିରଞ୍ଜନ ଜେନା, ସୂର୍ଯ୍ୟମଣି ପୃଷ୍ଟି, ଧନେଶ୍ୱର ସାହୁ, ଦିପ୍ତିପ୍ରଭା ବେହୁରିଆ, ଗାୟତ୍ରୀ ସାହୁ ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ପାରିପାଶ୍ୱର୍ିକ ବିକାଶରେ ସାମିଲ ହେବାକୁ ପୁରାତନ ଛାତ୍ରଛାତ୍ରୀଙ୍‌କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ବିଭୁତି ମହାନ୍ତି ଧନ୍ୟବାଦ ଦେଇଥିଲେ ।