Odiapua.com

ମୋରମ ବୋଝେଇ ହାଇୱା ଜବଦ

ହାଟଡ଼ିହି-୧ /୫, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଢ଼େଙ୍କା ଅଞ୍ଚଳରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି । ହାଟଡିହି ତହସିଲ ଅଞ୍ଚଳରେ କୌଣସି ମୋରମ ଖଣି ଲିଜ ଦିଆଯାଇ ନଥିବାବେଳେ ଦୈନିକ ଟ୍ରିପ ଟ୍ରିପ ମୋରମ ଚୋରା ଚାଲାଣ ହେଉଛି । ଗତ ଦୁଇଦିନ ତଳେ ଓଡି୨୨ବି ୧୯୯୫ ନମ୍ବର ବିଶିଷ୍ଟ ହାଇୱା ଟ୍ରକରେ ମୋରମ ବୋଝେଇ ହୋଇ ଯାଉଥିବା ଖବର ପାଇ ହାଟଡିହି ତହସିଲଦାର ଗାଡିଟିକୁ ଜବଦ କରି ନନ୍ଦିପଦା ପୁଲିସ ଜିମା ଦେଇଛନ୍ତି । ଢ଼େଙ୍କା ଅଞ୍ଚଳରୁ ଏହି ମୋରମ ଆସୁଥିବା ସୁଚନା ମିଳିଛି ।