Odiapua.com

ମୋନାଲିସାଙ୍କ ଦାଣ୍ଡିଆ

ଭୁବନେଶ୍ୱର;୧୫,ଅକ୍ଟୋବର:ଭୋଜପୁରୀ ଫିଲ୍ମ ଜଗତର ବୋଲ୍ଡ ଅଭିନେତ୍ରୀ ତଥା “ବିଗ ବସ”ର ପୂର୍ବ କଣ୍ଟେଷ୍ଟାଣ୍ଟ ମୋନାଲିସାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି।ଭିଡିଓଟିରେ ନବରାତ୍ରୀ ଉପଲକ୍ଷେ ମୋନାଲିସା ଦାଣ୍ଡିଆ କରୁଥିବାର ରହିଛି।ଭିଡିଓ ଟିକୁ ମୋନାଲିସା ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି।ଏହି ଭିଡିଓଟିକୁ ମୋନାଲିସା ଟିଭି ସୋ “ନଜର”ର ସେଟ ଉପରେ ସୁଟ କରିଛନ୍ତି।”ନଜର”ରେ ମୋନାଲିସା ଡାହାଣୀ ଭୂମିକାରେ ଅଭିନୟ କରୁଛନ୍ତି।/ଦେବଦତ୍ତ

ଦେଖନ୍ତୁ ଭିଡିଓ –