Odiapua.com

ମେ ୩ ରୁ ୧୫ ମାଟ୍ରିକ ପରୀକ୍ଷା ସୂଚୀ ନେଇ ଗଣଶିକ୍ଷା ବିଭାଗର ସୂଚନା

ଭୁବନେଶ୍ୱର ୫-୨ (ଓଡ଼ିଆ ପୁଅ) ମେ ୩ରୁ ୧୫ ଯାଏଁ ମାଟ୍ରିକ ମାଟ୍ରିକ ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗର ସୂଚନା ଦେଇଛି।
ସେହିପରି ମେ ୩ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ଏବଂ ମେ ୩ ରୁ ୧୫ ଯାଏଁ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ବୋଲି ସୂଚନା ଦିଆଯାଇଛି।