ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପରେ ଆସିଲା କରୋନା ଆକ୍ରାନ୍ତ ମହିଳାଙ୍କ ଫୋନ୍: କହିଲେ ହେଲୋ; ମୁଁ ବଞ୍ଚିଛି ..

ଭୁବନେଶ୍ୱର: ଜଣେ କରୋନା ସଂକ୍ରମିତ ମହିଳାଙ୍କର ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା। ଡାକ୍ତରଖାନା ପକ୍ଷରୁ ସଂପୃକ୍ତ ମହିଳାଙ୍କ ପରିବାରକୁ ଖବର ଆସିଲା ଯେ ସେ ମୃତ୍ୟୁ ବରଣ କରିଛନ୍ତି। ପରିବାର ଲୋକ ନେଇ ମହିଳାଙ୍କ ଅନ୍ତିମ ସଂସ୍କାର କଲେ। ତେବେ ପ୍ରାୟ ତିନି ସପ୍ତାହ ପରେ ସେହି ପରିବାରକୁ ହଠାତ୍ ଫୋନ୍ ଆସିଲା ଏବଂ ସଂପୃକ୍ତ ମହିଳା କହିଲେ ମୁଁ ବଞ୍ଚିଛି, ଆଉ ଭଲ ହୋଇଯାଇଛି। ଡାକ୍ତରଖାନା ଆସି ମତେ ନେଇଯାଅ! ଇକ୍ୟୁଏଡରର ଗୁଆକିଲରେ ଏପରି ଘଟଣାଟିଏ ଘଟିଛି। … Continue reading ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପରେ ଆସିଲା କରୋନା ଆକ୍ରାନ୍ତ ମହିଳାଙ୍କ ଫୋନ୍: କହିଲେ ହେଲୋ; ମୁଁ ବଞ୍ଚିଛି ..