Odiapua.com

ମୁଁ ସୈତାନ ନୁହଁ:ସୁରଜ ପାଞ୍ଚୋଲି

ମୁମ୍ବାଇ:ପୂର୍ବ ଗାର୍ଲଫ୍ରେଣ୍ଡ ଜିଆ ଖାନଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇ ଥିବା ଅଭିଯୋଗରେ ଅଭିଯୁକ୍ତ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି କହିଛନ୍ତି ଯେ ମିଡିଆରେ ଯେପରି କୁହାଯାଉଛି,ତାହା ଠିକ୍ ନୁହେଁ।ମୁଁ ଜଣେ ସୈତାନ ନୁହଁ।୬ ବର୍ଷ ହେଲା ଅଭିଯୁକ୍ତ ଥାଇ କେସ ଲଢ଼ୁଥିବା ସୁରଜ କହିଛନ୍ତି ତାଙ୍କୁ ହତ୍ୟାକାରୀ ବୋଲି କୁହାଗଲା।ଯାହା ଫଳରେ ତାଙ୍କୁ ଭଲ ପାଉଥିବା ଲୋକ ବହୁତ ଦୁଃଖୀ ହେଲେ।ସୁରଜ ଆଶା କରିଛନ୍ତି ଯେ ଟ୍ରାଏଲ ଖୁବ୍ ଶୀଘ୍ର ସମାପ୍ତ ହୋଇଯିବ।/ଦେବଦତ୍ତ