ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଗତ-ଜନନୀ, ସନାତନ ପରମ୍ପରାର ପାଳିକା, ଆସ୍ଥା, ଭକ୍ତି ଓ ଶକ୍ତିର ପ୍ରତୀକ ଶକ୍ତିସ୍ଥଳୀ ମା ଭଦ୍ରାକାଳୀ ପୀଠରେ ଏବଂ ଅଗ୍ରପୂଜ୍ୟ, ଆସ୍ଥା ଓ ସଫଳତାର ପ୍ରତୀକ ସିଦ୍ଧି ବିନାୟକ ମନ୍ଦିରରେ ଓଡ଼ିଶା ପ୍ରଦେଶର ଯସ୍ୱଶୀ ସଭାପତି ମନମୋହନ ସାମଲ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଦର୍ଶନ କରି ଭଦ୍ରକବାସୀଙ୍କ ମଙ୍ଗଳ, ସମୃଦ୍ଧି, ସୁଖ-ଶାନ୍ତି ଓ ଶାଶ୍ୱତ କଳ୍ୟାଣର କାମନା କରିଥିଲେ।