ନୂଆ ଦିଲ୍ଲୀ ୧୭ -୧୧ (ଓଡ଼ିଆ ପୁଅ) ୟୁପିର ଚାନ୍ଦୁଲିର ଜାଫରପୁର ଗାଁ ନିକଟରେ ମାଲବାହୀ ଟ୍ରେନର ୮ ଟି ଡବା ଲାଇନ୍ଚ୍ୟୁତ ହୋଇଛି। ଏହା ଫଳରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ପ୍ରଭାବିତ ହୋଇଛି।
ମାଲବାହୀ ଟ୍ରେନର ୮ ଟି କୋଚ୍ ଲାଇନ୍ଚ୍ୟୁତ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ଚଲାଚଳ ବ୍ୟାହତ