Odiapua.com

ମାଲକାନାଗିରି – ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ -ଜାଣନ୍ତୁ ତଥ୍ୟ

ମାଲକାନାଗିରି ୧୮-୭ (ଓଡ଼ିଆ ପୁଅ) ଆଜି ମାଲକାନାଗିରି ଜିଲ୍ଲାରୁ ୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ

ବାଲିମେଲା NACରୁ ୪ ଜଣ
ସେମାନଙ୍କ ମଧ୍ୟରେ ୩ ଜଣ ପୂର୍ବ କରୋନା ଆକ୍ରାନ୍ତଙ୍କର ପ୍ରତ୍ୟକ୍ଷ ସମ୍ପର୍କରୁ ଏବଂ
ଜଣେ ହାଉସ୍ ରୁ ହାଉସ୍ ମନିଟରିଂ ଏବଂ ସ୍କ୍ରିନିଂରୁ ଲକ୍ଷଣ ଜଣା ପଡ଼ିବା ପରେ

ମାଲକାନଗିରି ପୌରପାଳିକାରୁ ୪ ଜଣ

– ସମସ୍ତ ୪ ଟି ମାମଲା ପୂର୍ବ କରୋନା ଆକ୍ରାନ୍ତଙ୍କର ସମ୍ପର୍କୀୟ। ବୋଲି ମାଲକାନଗିରି କଲେକ୍ଟର ସୂଚନା ଦେଇଛନ୍ତି।
ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।
ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୪୧ ଜଣ ଏବଂ ଏବେ ସମୁଦାୟ ସକ୍ରିୟ ଆକ୍ରାନ୍ତ ୧୩୩ ଜଣ ଅଛନ୍ତି। ଏ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।