Odiapua.com

ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ସେନା-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି ୨୭।୧୦ (ଓଡ଼ିଆ ପୁଅ) : ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ସୂଚନାଯୋଗ୍ୟଯେ, ଧୂଳିପୁଟ ପଞ୍ଚାୟତ ଜୁମଡାଙ୍ଗ ଜଙ୍ଗଲରେ ମାଓ କ୍ୟାମ୍ପ ଥିବାର ଖବର ପାଇ ସୁରକ୍ଷା ବାହିନୀ ପକ୍ଷରୁ କୁମ୍ବି ଅପରେସନ ଆରମ୍ଭ କରାଯାଇଛି। ଏହି ସମୟରେ ମାଓବାଦୀଙ୍ ପକ୍ଷରୁ ଗୁଳି ମାଡ଼ ହେବା କାରଣରୁ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଉଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ମୃତାହତ ହୋଇଥିବାର ଖବର ନାହିଁ। ବିଶେଷ ସୂଚନା ଅପେକ୍ଷାରେ …