Odiapua.com

ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କଲା ମୋଷ୍ଟ ୱଣ୍ଟେଡ ମାଓବାଦୀ

ମାଲକାନଗିରି,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ଜଣେ ମୋଷ୍ଟ ୱଣ୍ଟେଡ ମାଓବାଦୀ । ତାହାର ନା ମାଦକଦମା ଦୁଲ୍ଲା । ତା ଘର ସୁକମା ଜିଲ୍ଲାରେ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ସେ ସିପିଆଇଏମରେ ସାମିଲ ହୋଇଥିଲା ଏବଂ ୨୦୧୫ରେ ସେ ଏଥିରେ ସାମିଲ ହୋଇଥିଲା । ତେବେ ବର୍ତ୍ତମାନ ସେ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ଦ୍ବାରା ତାକୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।