ମାଲକାନଗିରି ୨୮-୧୦ (ଓଡ଼ିଆ ପୁଅ) ମାଓବାଦୀ ନାମରେ ଫୋନ କରି ୫ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଜଣେ ତହସିଲ କିରାଣୀ ସହ ୨ ନକଲି ମାଓବାଦୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଆଜି ମାଲକାନଗିରି ଏସ.ପି. ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।