Odiapua.com

ମାଲକାନଗିରିରେ ଭିକେ ପାଣ୍ଡିଆନ

ମାଲକାନଗିରି,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ମାଲକାନଗିରି ରେ ପହଞ୍ଚିଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ସେଠାରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ରୋଗୀଙ୍କ ସହ ମଧ୍ୟ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି । ତେବେ କେବଳ ମାାକାନଗିରି ନୁହେଁ ବରଂ କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ଯାଇ ସେଠାରେ ବି ସ୍ଥିିିତି ଅନୁଧ୍ୟାନ କରିବେ ।