Odiapua.com

ମହାନଦୀରୁ ମୃତକଙ୍କ ଶବ ଉଦ୍ଧାର

କଟକ, ୨୭/୦୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ମହାନଦୀ ପୋଲ ଉପରୁ ରବିବାର ପାଣିକୁ ଡେଇଁ ପଡ଼ିଥିବା ଭୁବନେଶ୍ୱର ବିଜେବି କଲେଜର ଡେମୋନଷ୍ଟ୍ରେଟର ଦେବାଶିଷ ଦାସଙ୍କ ମୃତ ଦେହକୁ ମହାନଦୀର ସିର୍ଲ ନିକଟରୁ ଆଜି ମଧ୍ୟାହ୍ନରେ କିଶନନଗର ଥାନା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି।

ପ୍ରକାଶ ଯେ, ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଚି଼ହ୍ନଟ ପରେ ପୋଲିସ ଶବକୁ ବ୍ୟବଛେଦ ପାଇଁ କଟକ ପଠାଇ ଥିବା ଜଣାପଡିଛି।