Odiapua.com

ମମତା ବାନାର୍ଜୀଙ୍କ ପାଖେ ମହିଳାଙ୍କ ଲକ୍ଷଣ ନାହିଁ: ବିଜେପି ବିଧାୟକ

ଭୁବନେଶ୍ୱର: ମମତା ବାନାର୍ଜୀଙ୍କ ପାଖେ ମହିଳାଙ୍କ ପରି ଲକ୍ଷଣ ନାହିଁ, ଲଙ୍କିନୀ ପରି ଅସୁରୀ ଲକ୍ଷଣ ରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ। ସୁରେନ୍ଦ୍ର କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ ଆତଙ୍କବାଦୀଙ୍କ ରକ୍ଷା କରୁଛନ୍ତି।

ଏକ ଲୋକତାନ୍ତ୍ରିକ ସମାଜରେ ମମତା ବାନାର୍ଜୀଙ୍କ ପାଖରେ ଏକ ଦାନବୀ ଲକ୍ଷଣ ରହିଛି। ତାଙ୍କ ପାଖରେ ମହିଳାଙ୍କ ପରି ଲକ୍ଷଣ ନାହିଁ। ମମତା ବାନାର୍ଜୀ ଲଙ୍କା (ଏବର ଶ୍ରୀଲଙ୍କା)ର ଲଙ୍କିନୀ (ରାକ୍ଷାସୀ) ପରି ଅଟନ୍ତି ବୋଲି କହିଛନ୍ତି ସୁରେନ୍ଦ୍ର ସିଂହ। -ଦେବଦତ୍ତ ରଥ