ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦରସା କାଦରିଆ ହବିବିୟାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମଦରସା ଶିକ୍ଷକ ହାଫିଜ଼ ଓ କାରୀ ଜମିଲ ଅଖତର ଜାତୀୟ ପତାକା ଉତୋଳନ କରିଛନ୍ତି ଓ ଶିକ୍ଷକ ଶେଖ ଫକରୁଦ୍ଦିନ , ସମ୍ପାଦକ ଇଂ. ହବିବୁଲ୍ଲା ଖାନ, ଶିକ୍ଷକ ଶେଖ ମଇରାଜୁଦ୍ଦିନ, ହାଜି ସବବୀର ଅଲି, ହାଜି ତବାରକ ଅଲି ଓ ମଦରସା ର ସମସ୍ତ ଛାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।