Odiapua.com

ମଝିରୁ ଭୁଷୁଡି ପଡିଲା ପୋଲ

ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ହତାଠ୍‌ ଭାଙ୍ଗିଗଲା ପୋଲ। ଆଉ ନଦୀ ମଝିକୁ ଖସିପଡିଲା କାର୍‌। ରବିବାର ଗୁଜୁରାଟରେ ଏହି  ଘଟଣା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ସବୁ ଗାଡ଼ି ମୋଟର ଥିବା ବେଳେ ହଠାତ୍ ପୋଲଟି ଭୁଷୁଡି ପଡ଼ିଥିଲା । ଫଳରେ ସେଠାରେ ଥିବା ସମସ୍ତ ଗାଡି ତଳକୁ ପଡ଼ିଯାଇଥିଲା । ଘଟଣାସ୍ଥଳରେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ସାଙ୍ଗେସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।