Odiapua.com

ଭୁବନେଶ୍ୱରରେ ବସ୍ ଜଳିଗଲା

ଭୁବନେଶ୍ୱର ୨୫-୧୨ (ଓଡ଼ିଆ ପୁଅ) : ଭୁବନେଶ୍ୱର ସହିଦନଗରରେ ଗୋଟିଏ ବସ ଜଳିଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବୀକୁ ଚେଷ୍ଟା କରୁଛନ୍ତି। ବସରେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।