Odiapua.com

ଭିନ୍ନକ୍ଷମ ଶିଶୁକୁ ଟ୍ରାଇସାଇକେଲ ପ୍ରଦାନ କଲେ ଯୁବକ

ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଯୁଦ୍ଧିଷ୍ଠିର ନାଏକଙ୍କ ଭିନ୍ନକ୍ଷମ ପୁଅ ଜନାର୍ଦ୍ଦନ ନାଏକଙ୍କୁ ଗ୍ରାମର ଯୁବକ ସୁଧାଶୁଂ ଶେଖର ବେହେରା ଏକ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି । ଜନ୍ନାର୍ଦ୍ଦନ ଜନ୍ମରୁ ଭିନ୍ନକ୍ଷମ ହୋଇଥିବାବେଳେ ସେ ସରକାରୀ ସ୍ତରରୁ କିଛି ପାଇପାରି ନଥିଲେ ।ଫଳରେ ଶିଶୁ ଜଣକ ଘରେ ସବୁବେଳେ ଏକ ଚେୟାରରେ ବସି ରହୁଥିଲେ । ଏହାଦେଖି ଗ୍ରାମର ଯୁବ ସ୍ୱେଚ୍ଛାସେବୀ ସୁଧାଶୁ ଉକ୍ତ ଭିନ୍ନକ୍ଷମ ନାବଳକକୁ ଏକ ଟ୍ରାଇସାଇକେଲ ପ୍ରଦାନ କରିଥିଲେ ।