ଭାରତରୁ ନିଜ ଦେଶକୁ ଫେରି ଯିବାକୁ ଅନିଛୁକ ଆମେରିକୀୟ ନାଗରିକ

ନୂଆଦିଲ୍ଲୀ: ଭାରତରେ ଫସି ରହିଥିବା ହଜାର ହଜାର ଆମେରିକୀୟ ନାଗରୀକ ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି। ଆମେରିକାରେ କରୋନା ଭାଇରସର ସର୍ବାଧିକ ସଂଖ୍ୟକ ମାମଲା ପରେ ଆମେରିକୀୟ ଲୋକମାନେ ନିଜ ଦେଶକୁ ଫେରିବାକୁ ଭୟ କରୁଥିବା ଜଣାପଡ଼ିଛି। ଆମେରିକାର ଦୂତାବାସ ସମ୍ବନ୍ଧୀୟ ମାମଲା ପାଇଁ ବୈଦେଶିକ ବ୍ୟାପାର ସଚିବ ଇଆନ୍ ବ୍ରାଉନଲି ଏହି ସୂଚନା ଦେଇଥିବା ଜଣାପଡ଼ିଛି। ବ୍ରାଉନଲି କହିଛନ୍ତି ଯେ ଭାରତରେ ରହି ଯାଇଥିବା ନିଜ ଦେଶର ନାଗରିକଙ୍କୁ ଫେରାଇ ନେବା ପାଇଁ ଆମେରିକା ସରକାରଙ୍କ … Continue reading ଭାରତରୁ ନିଜ ଦେଶକୁ ଫେରି ଯିବାକୁ ଅନିଛୁକ ଆମେରିକୀୟ ନାଗରିକ