Odiapua.com

ଭାଙ୍ଗ ସର୍‌ବତ୍ ବିକ୍ରି ଅଭିଯୋଗରେ, ବୃଦ୍ଧା ଗିରଫ

ପୁରୀ, ୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବଳିଆ ପଣ୍ଡା ପୁଲିସ ଜଣେ ବୃଦ୍ଧାଙ୍କୁ ଭାଙ୍ଗ ସରବତ୍ ବିକ୍ରି କରିବା ଅଭିଯୋଗରେ ଗିରଫ କରିଛି ପୁଲିସ୍। ବୃଦ୍ଧା ଜଣକ ହେଲେ ଧବଳେଶ୍ୱର ନଗରର ସୁକାନ୍ତି ବେହେରା। ତାଙ୍କୁ ୬୦ ବର୍ଷ। ତାଙ୍କ ନିକଟରୁ ୫ ଲିଟର ଭାଙ୍ଗ ସର୍‌ବତ୍ ଜବତ କରାଯାଇଛି।