ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟ ରେ ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ମହାବିଦ୍ୟାଳୟ ରେ ଅଧକ୍ଷ ଡ. ଲଳିତ ରଞ୍ଜନ ସାହୁ ଙ୍କ ତତ୍ୱାବଧାନ ରେ ଏକ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ରାଲି ଟି ମହାବିଦ୍ୟାଳୟ ରୁ ବାହାରି ଭଦ୍ରକ ଟାଉନ ହଲ୍ ପର୍ଯ୍ୟନ୍ତ ହୋଇଥିଲ।।ା ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ର ଛାତ୍ରୀ ଙ୍କ ସହିତ ଏନ ସି ସି କ୍ୟାଡେଟ୍, ଏନ୍ ଏସ ଏସ ସ୍ୱେଚ୍ଛା ସେବି,ଭାରତ ସ୍କାଉଟ ଓ ଗାଇଡ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।। ପରେ ମହାବିଦ୍ୟାଳୟ ର ଅଧକ୍ଷ ଡ. ଲଳିତ ରଞ୍ଜନ ସାହୁ ତ୍ରିରଙ୍ଗା ର ମହତ୍ୱ ବୁଝେଇବା ସହ ସମସ୍ତଙ୍କୁ ସଂଗ୍ରାମୀ ଶୁଭେଚ୍ଛା ଜଣାଇ ଧନ୍ୟବାଦ ପୂର୍ବକ ଏହି ତ୍ରିରଙ୍ଗା ରାଲୀ ର କାର୍ଯ୍ୟକ୍ରମ କୁ ସମାପ୍ତ କରାଇଥିଲେ।
ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରେ ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????