ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ମୁଖ୍ୟ ଅତିଥି ଭାବେ ସାଧାରଣ ସମ୍ପାଦକ ହାଜି ଏନାମ ମହମ୍ମଦ ଜାତୀୟ ପତାକା ଉତୋଳନ କରିଥିଲେ । ଉପ ସଭାପତି ମହମ୍ମଦ ଜକାଉଲ୍ଲା, ହାଜି କାସିମ ଖାନ, ହାଜି ଇଂ ମନାୱାର ହୋସେନ , ଇଂ. ରେଜାଏ ରସୁଲ, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ମିର୍ଜା ଏକ୍ରାମ ବେଗ, ହାଜି ହଫିଜୁର ରହେମନ, ହାଜି ଇବରାର ହୋସେନ, ହାଜି ଫକରେ ଆଲାମ, ହାଜି କୈୟୁମ ସାହା, ଲୋକମାନ ଖାନ, ଜହୁର ଖାନ ଓ ସ୍କୁଲର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।