Odiapua.com

ଭଦ୍ରକ ମଦରସା ଫୈଜାନେ ଗରିବ ନୱାଜ ଓ ଅହେଲେ ବଏତ ର ୭୭ ତମ ସାଧାରଣତନ୍ତ୍ର ଦିବସ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଂଟାବାଣିଆ ଓ ସାନ ଶଙ୍କରପୁର ରେ ମଦରସା ଫୈଜାନେ ଗରିବ ନୱାଜ଼ ଓ ଅହେଲେ ବଏତ ପକ୍ଷରୁ ମୁଖ୍ୟ ଅତିଥି ଭାବେ ସଭାପତି ଶେଖ ଗୋଲାମ ମହମ୍ମଦ ଓ କାରୀ ସାହା ମହମ୍ମଦ ଜାତୀୟ ପତାକା ଉତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ହାଜି ଅବଦୁଲ ମୁକିତ ଖାନ, ଆଇନଯିବି ନୁରେ-ମୋଜାସମ, କାରୀ ଓଲିଉର ରହେମାନ, କାରୀ ଇଜ଼ାଜ଼, ୟାସିନ ଅବଦୁଲ ବାରୀ, ଶେଖ ସାହିଦ, ରଫିକ ଅଲି , ଇସ୍ତାକ ଖାନ, ସାଜନ ଖାନ, ଅବଦୁଲ ରହିମ, ସାବିର ଖାନ, ଶେଖ ମୋହିଉଦ୍ଦିନ, ମିନହାଜ ଖାନ ଓ ଅବଦୁଲ କାଦିର ପ୍ରମୁଖ ଉପସ୍ଥିତ ରହିଥିଲେ ।