Odiapua.com

ବୋମା ପକାଇଲା ବେଳେ ମହାମେଣ୍ଟ ନେତାଙ୍କୁ ତଳେ ଠିଆ କରାଇ ଦେବା ଉଚିତ:ଅନୀଲ ବିଜ

ଅମ୍ବାଲା: ହରିୟାଣା ସରକାରରେ ମନ୍ତ୍ରୀ ଥିବା ଅନୀଲ ବିଜ ଟ୍ୱିଟ କରିଛନ୍ତି,ଏଣିକି ପାକିସ୍ଥାନରେ ଲୁଚି ରହିଥିବା ଆତଙ୍କିଙ୍କ ଉପରେ ବୋମା ପକାଇଲଲା ବେଳେ ମହାମେଣ୍ଟର କୌଣସି ନେତାଙ୍କୁ ତଳେ ଠିଆ କରିଦେବା ଉଚିତ।ଫଳରେ ସେମାନେ ଶବ (ମୃତକ ଆତଙ୍କିଙ୍କ ସଂଖ୍ୟା) ନିଜେ ଗଣି ପାରିବେ।ପାକିସ୍ଥାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଥିବା କିଛି ବିପକ୍ଷ ନେତାଙ୍କ କଥାକୁ ନେଇ ଅନୀଲ ଏପରି କହିଛନ୍ତି।/ଦେବଦତ୍ତ