Odiapua.com

ବେଆଇନ କଫସିରଫ ବିକ୍ରୀ କରିବା ଅଭିଯୋଗରେ ଜଣେ ଗିରଫ

ପୁରୀ ୨୭ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବେଆଇନ କଫସିରଫ ବିକ୍ରୀ କରିବା ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଗିରଫ ଅଭିଯୁକ୍ତ ଖଣ୍ଡିଆବନ୍ଧ ଭୋଇସାହିର ସଞ୍ଜୟ ଭୋଇ।ତାଠାରୁ ୨୫ବୋତଲ କଫସିରଫ ଜବତ ହୋଇଛି।

ଦେବୀଘାଟ ଛକଠାରେ ବେପାର କରୁଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା।