Odiapua.com

ବିଭିନ୍ନ ଦେଶରେ ୪ ଥର ଟୀକାକରଣ କରିସାରିଥିବା ମହିଳା ହେଲେ କରୋନା ସଂକ୍ରମିତ

ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଜଣେ ମହିଳା ଯାହାଙ୍କୁ ପ୍ରାୟ ୩୦ ବର୍ଷ ବୟସ ହେବ। ଯିଏକି ବିଭିନ୍ନ ଦେଶରେ ୪ ଥର ଟୀକାକରଣ କରିସାରିଛନ୍ତି। ବିମାନ ବନ୍ଦରରେ COVID19 ଟେଷ୍ଟରେ ତାଙ୍କର ପଜିଟିଭ୍ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ତାଙ୍କର କିଛି କରୋନା ଲକ୍ଷଣ ନାହିଁ। ଇନ୍ଦୋର CMHO ଡଃ ଭୁରେ ସିଂ ସେଠିଆ କହିଛନ୍ତିଯେ, ସେ ଗୋଟିଏ ଦିନ ପୂର୍ବରୁ କରୋନା ପରୀକ୍ଷା ପରିଥିଲେ ତାଙ୍କର ରିପୋର୍ଟ ନେଗେଚିଭ୍ ଆସିଥିଲା।