Odiapua.com

ବିବାଦରେ ପାକ୍ କ୍ରିକେଟର

ନୂଆଦିଲ୍ଲୀ,୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ) ବିବାଦ ଘେରକୁ ଆସିଯାଇଛନ୍ତି ପାକ୍ କ୍ରିକେଟର ଇମାମ ଉଲ୍ ହକ୍ । ତାଙ୍କର କିଛି ସ୍କ୍ରିନସଟ ଚାଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ୪ ଝିଅଙ୍କ ସହ ତାଙ୍କ ହ୍ୱାଟସ ଆପ୍ ଚାଟ୍ ଫଟୋ ଲିକ୍ ହୋଇଛି । ଫଳରେ ସେ ବିବାଦ ଘେରକୁ ଫସି ଯାଇଛନ୍ତି । ଏହାଛଡା ସେମାନଙ୍କ ସହ ତାଙ୍କର ଆଫାୟାର୍ସ ଚାଲିଥିବା ଅଭିଯୋଗ ମଧ୍ୟ ହୋଇଛି ।

ଫଟୋ ପୋଷ୍ଟ କରିଥିବା ବ୍ୟବହାରକାରୀ କହିଛନ୍ତି ଯେ, ଏଥିରେ ସଂପୃକ୍ତଥିବା ଝିଅଟି ତାଙ୍କୁ ସବୁ କଥା କହିଛି ଓ ଇମାମୀ ମିଛ କଥା କହି ଝିଅମାନଙ୍କୁ ଜାଲରେ ଫସାଉଥିବା ଅଭିଯୋଗ ମଧ୍ୟ ହୋଇଛି ।