Odiapua.com

ବିଧାନସଭାରେ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଆଗତ

ଭୁବନେଶ୍ୱର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଶା ବିଧାନସଭାର ଶୀତକାଳିନ ଅଧିବେଶନ ଆଜି ଗୃହର ପ୍ରଥମ ଦିନରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ ଦଳର ବିଧାୟକମାନେ ନାରାବାଜି କରିଥିଲେ। ଏଥି ସହ ସର୍ବଦଳୀୟ ବୈଠକ ନିଷ୍ପତ୍ତି ଜଣାଇବାକୁ ଦାବି କରି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକମାନେ ଧାରଣାରେ ବସିଥିଲେ। ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଆଗତ ହୋଇଛି। ଆସନ୍ତାକାଲି ଯାଏ ଗୃହ କାର୍ଯ୍ୟ ମୁଲତବୀ ରଖିଲେ ବାଚସ୍ପତି ଳ