Odiapua.com

ବିଦ୍ୟୁତ ଆଘାତରେ ଯୁବକ ମୃତ

ଭୁବନେଶ୍ଵର,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ସକାଳେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଯୁଯୁମୁରା ଥାନା ଅଧୀନ ଧଧୋଲମୁଣ୍ଡା ଗାଁରେ ଘଟିିିଛି । ତେବେ ମୃତକ ଜଣକ ପଦ୍ମଲୋଚନ ବିଶ୍ୱାଳ ବୋୋୋ ଜଣାପଡିଛି । ସୂଚନା ଅନୁସାରେ, ସେ ଆଜି  ପମ୍ପ୍‌ରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରୁଥିବା ସମୟରେ ବିଜୁଳି ଆଘାତରେ ଆହତ ହୋଇଥିଲେ । ପରେ ତାାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।