Odiapua.com

ବିଦ୍ୟାଧରପୁର-ସୋସୋ ରାସ୍ତାରେ ମଦ ଜବଦ କଲା ପୁଲିସ

ହାଟଡ଼ିହି, ୩୦ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର-ସୋସୋ ରାସ୍ତାରେ ଜଣେ ବ୍ୟକ୍ତି ୨୦ରୁ ଉର୍ଦ୍ଧ ବୋତଲ ବିଦେଶୀ ମଦ ନେଇ ଯାଉଥିବା ସମୟରେ ସୋସୋ ଥାନା ପୁଲିସ ଚଢ଼ାଉ କରି ମଦକୁ ଜବଦ କରିଥିବା ସୁଚନା ମିଳିଛି । ଭରଡାଗଡିଆ ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟାଧରପୁର ମାର୍କେଟରୁ ୨୦ବୋତଲରୁ ଉଦ୍ଧ ବିଦେଶୀମଦ ନେଇ ଯାଉଥିବା ସମୟରେ ସୋସୋ ପୁଲିସ ଚଢ଼ାଉକରି ମଦକୁ ଜବଦ କରିବା ସହିତ ମଦ ବେପାରୀ ଜଣକୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାଯାଇଛି ।