Odiapua.com

ବିଡିଓଙ୍କୁ ସ୍ୱାଗତ ଜଣାଇଲେ ହାଟଡିହି ସରପଞ୍ଚ

ହାଟଡିହି- ୧୭ /୫ ହାଟଡିହିର ନବ ନିଯୁକ୍ତ ବିଡିଓ ବିନିତା ବିଜୟନୀଙ୍କୁ ହାଟଡିହି ପଞ୍ଚାୟତର ସରପଞ୍ଚ ଅନୁସୁୟା ସେଠୀ, ସମାଜସେବୀ କଳ୍ପତରୁ ସେଠୀ, ପଞ୍ଚାୟତର ପିଇଓ ଶରତ କୁମାର ବେଜ, ଜିଆରଏସ ବିକାଶ କୁମାର ଜେନା ପ୍ରମୁଖ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବିଡିଓ ବିନିତା ବିଜୟନୀ ଅତିଶୀଘ୍ର ପଞ୍ଚାୟତ ଗୁଡିକୁ ପରିଦର୍ଶନ କରିବେ ବୋଲି ତାଙ୍କୁ କହିଥିଲେ ।