Odiapua.com

ବିଜେପି ସହ ମେଣ୍ଟ କରି ପଞ୍ଜାବ ନିର୍ବାଚନ ଲଢ଼ିବେ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) : ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖୱାଟଙ୍କ ସହ ତାଙ୍କର ସାକ୍ଷାତ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଦିନ ପଞ୍ଜାବ ଲୋକସଭା ନିର୍ବାଚନ ବିଜେପି ସହ ମେଣ୍ଟକରି ଲଢ଼ିବାକୁ ଘୋଷଣା କରିଛନ୍ତି।

ଏହି ନିର୍ବାଚନରେ ଆମେ ୧୦୧% ନିଶ୍ଚିତ ଜିତିବୁ ବୋଲି କହିଛନ୍ତି ଅମିରିନ୍ଦର।

ଅମିରିନ୍ଦର କହିଛନ୍ତି ଆସନ ବୁଝାମଣା ହେବ ସେତେବେଳେ ବିଜୟର ସମ୍ଭାବନା ବଢ଼ିବ। ବିଜୟର ସମ୍ଭାବନାକୁ ଦେଖି ଆଶନ ବୁଝାମଣା ହେବ।